ପାର୍ଲମେଣ୍ଟର ୩ ଦିନିଆ ସ୍ଵତନ୍ତ୍ର  ମହିଳା  ଅଧିବେଶନ ନେଇ  ପିଏମଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ପାର୍ଲମେଣ୍ଟର ୩ ଦିନିଆ ସ୍ଵତନ୍ତ୍ର ମହିଳା ଅଧିବେଶନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧକ୍ଷ ଏବଂ ପାର୍ଲାମେଣ୍ଟ ଆଫେୟାର୍ସ ମନ୍ତ୍ରୀଙ୍କ
ପାର୍ଲମେଣ୍ଟର ୩ ଦିନିଆ ସ୍ଵତନ୍ତ୍ର  ମହିଳା      ଅଧିବେଶନ ନେଇ  ପିଏମଙ୍କୁ ଧନ୍ୟବାଦ     ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ପାର୍ଲମେଣ୍ଟର ୩ ଦିନିଆ ସ୍ଵତନ୍ତ୍ର ମହିଳା

ଅଧିବେଶନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରଧାନମନ୍ତ୍ରୀ

ଓ ରାଷ୍ଟ୍ରୀୟ ଅଧକ୍ଷ ଏବଂ

ପାର୍ଲାମେଣ୍ଟ ଆଫେୟାର୍ସ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି

ଯେ, ମହିଳାଙ୍କୁ ସଂରକ୍ଷଣ ମିଳିଛି ।ଏହାକୁ

ସଂଶୋଧନ କରିବା ପାଇଁ

ଯେଉଁ ୧୬,୧୭, ୧୮ ରେ ପାର୍ଲାମେଂଟରେ ସ୍ଵତନ୍ତ୍ର

ଅଧିବେଶନ ହେବ । ଏହାଠୁ ବଡ଼ ସମ୍ମାନ ସ୍ଵାଧୀନ ଭାରତରେ ମହିଳାଙ୍କ ପାଇଁ

କିଛି ହୋଇନାହିଁ ବୋଲି

ଉପ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande