୫ ଲିଟର ଏଲପିଜି ବନ୍ଦ ନିଷ୍ପତି ବିରୋଧରେ ସିପିଆଇର ବିକ୍ଷୋଭ କାଲି
ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ଖୋଲା ବଜାରରେ ୫ ଲିଟରିଆ ଏଲପିଜି ବନ୍ଦ ନିଷ୍ପତି ବିରୁଦ୍ଧରେ ସିପିଆଇ ପକ୍ଷରୁ ଆସନ୍ତାକାଲି ବୁଧବାର ପୂର୍ବାହ୍ନରେ ରାଜମହଲ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଅନୁଷ୍ଠିତ ହେବ। ୫ଲିଟିରିଆ ଏଲପିଜି ଖୋଲାବଜାରରେ ନମିଳିଲେ ଛାତ୍ରଛାତ୍ରୀ, ଶ୍ରମିକ ବଂଚିତ ହେବେ, ବୋଲି ସି
୫ ଲିଟର ଏଲପିଜି ବନ୍ଦ ନିଷ୍ପତି ବିରୋଧରେ ସିପିଆଇର ବିକ୍ଷୋଭ କାଲି


ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ଖୋଲା ବଜାରରେ ୫ ଲିଟରିଆ ଏଲପିଜି ବନ୍ଦ ନିଷ୍ପତି ବିରୁଦ୍ଧରେ ସିପିଆଇ ପକ୍ଷରୁ ଆସନ୍ତାକାଲି ବୁଧବାର ପୂର୍ବାହ୍ନରେ ରାଜମହଲ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଅନୁଷ୍ଠିତ ହେବ। ୫ଲିଟିରିଆ ଏଲପିଜି ଖୋଲାବଜାରରେ ନମିଳିଲେ ଛାତ୍ରଛାତ୍ରୀ, ଶ୍ରମିକ ବଂଚିତ ହେବେ, ବୋଲି ସିପିଆଇ ଅଭିଯୋଗ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande