କୁଖ୍ୟାତ ସ୍ନାଚର ଗ୍ୟାଙ୍ଗର 3ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- କମିସନରେଟ ପୋଲିସ କବଜାରେ କୁଖ୍ୟାତ ସ୍ନାଚର ଗ୍ୟାଙ୍ଗ । ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ । ସେମାନଙ୍କ ନିକଟରୁ ଲୁଟ ସୁନା ଗହଣା ଏବଂ କାର ଜବତ ହୋଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ସ୍ନାଚିଂ କରୁଥିବା ତଦନ୍
କୁଖ୍ୟାତ ସ୍ନାଚର ଗ୍ୟାଙ୍ଗର 3ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ


ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- କମିସନରେଟ ପୋଲିସ କବଜାରେ କୁଖ୍ୟାତ ସ୍ନାଚର ଗ୍ୟାଙ୍ଗ ।

ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ । ସେମାନଙ୍କ ନିକଟରୁ ଲୁଟ ସୁନା ଗହଣା ଏବଂ କାର ଜବତ ହୋଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି

ସ୍ନାଚିଂ କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande