କୋଲକାତାର କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- କୋଲକାତାର କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି କୋଲକାତାର କାଳୀଘାଟ ମନ୍ଦିରରେ ରାସବିହାରୀ ବିଧାନସଭା କ୍ଷେ
ଡିପି


ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- କୋଲକାତାର କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା

କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି କୋଲକାତାର କାଳୀଘାଟ ମନ୍ଦିରରେ ରାସବିହାରୀ ବିଧାନସଭା

କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଶ୍ରୀ ସ୍ୱପନ ଦାସଗୁପ୍ତଙ୍କା ସହିତ ଶକ୍ତିସ୍ୱରୂପା ମା କାଳୀଙ୍କ

ଦର୍ଶନ ଓ ପୂଜା କରିବାର ଦିବ୍ୟ ସୌଭାଗ୍ୟ ଲାଭ ହେଲା।

ମାଙ୍କ ପବିତ୍ର ସାନ୍ନିଧ୍ୟରେ ମନ ଗଭୀର ଶାନ୍ତି ଏବଂ ପବିତ୍ର

ଶକ୍ତିରେ ପୂର୍ଣ୍ଣ ହେଲା। ମା କାଳୀଙ୍କ ନିକଟରେ ସମସ୍ତ ଦେଶବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା

କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande