
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.) ବିଶ୍ୱ ସ୍ୱାସ୍ଥ୍ୟ ଦିବସରଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆସନ୍ତୁ
ଶପଥ ନେବା। ନିୟମିତ ଯୋଗ, କମ ତୈଳଯୁକ୍ତ ଖାଦ୍ୟ, ଚିନିର କମ ବ୍ୟବହାର
କରି ନିଜେ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ପ୍ରେରିତ କରିବା।
ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ଏକ ସୁସ୍ଥ, ସମୃଦ୍ଧ ଏବଂ
ବିକଶିତ ଭାରତ ଗଠନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା