କାକଟପୁର ଗସ୍ତରେ ମା’ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରାରେ ଯୋଗ ଦେବେ ପ୍ରଭାତି ପରିଡା
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଆଜି କାକଟପୁର ଗସ୍ତରେ ମା’ ମଙ୍ଗଳାଙ୍କ ପୀଠଠାରେ ପବିତ୍ର ଚୈତ୍ର ମଙ୍ଗଳବାର ଅବସରରେ ଆୟୋଜିତ ପ୍ରସିଦ୍ଧ ଝାମୁଯାତ୍ରାରେ ଯୋଗଦେବେ । ---------------
କାକଟପୁର ଗସ୍ତରେ ମା’ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରାରେ ଯୋଗ     ଦେବେ ପ୍ରଭାତି ପରିଡା


ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଆଜି

କାକଟପୁର ଗସ୍ତରେ ମା’ ମଙ୍ଗଳାଙ୍କ ପୀଠଠାରେ ପବିତ୍ର ଚୈତ୍ର ମଙ୍ଗଳବାର ଅବସରରେ ଆୟୋଜିତ

ପ୍ରସିଦ୍ଧ ଝାମୁଯାତ୍ରାରେ ଯୋଗଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande