ଏସସିବିରେ ଯାଂଚ କଲେ କେନ୍ଦ୍ରୀୟ ତଦନ୍ତକାରୀ ଦଳ
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - କଟକ ଏସସିବିରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପହଂଚିଛନ୍ତି। ନିକଟରେ ଟ୍ରମା ଆଇସିୟୁରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ଯାଂଚ ଲାଗି ୬ ଜଣିଆ କେନ୍ଦ୍ରୀୟ ଟିମ ଏସସିବି ଗସ୍ତ କରିଛନ୍ତି। ଏହି ଟିମ୍ ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ , ଭାରତ ସରକାରଙ୍କ ସ୍ୱାସ୍ଥ୍
ଏସସିବିରେ ଯାଂଚ କଲେ କେନ୍ଦ୍ରୀୟ ତଦନ୍ତକାରୀ ଦଳ


ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - କଟକ ଏସସିବିରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପହଂଚିଛନ୍ତି। ନିକଟରେ ଟ୍ରମା ଆଇସିୟୁରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ଯାଂଚ ଲାଗି ୬ ଜଣିଆ କେନ୍ଦ୍ରୀୟ ଟିମ ଏସସିବି ଗସ୍ତ କରିଛନ୍ତି। ଏହି ଟିମ୍ ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ , ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ , ଏନଡିଆରଏଫ୍, ଓସଡମା , ଭାରତ ସରକାରଙ୍କ ଅଗ୍ନିଶମ ଓ ସିଭିଲ ଡିଫେନ୍ସ ବିଭାଗ ପରାମର୍ଶଦାତା ସାମିଲ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande