ମଙ୍ଗଲ ପାଣ୍ଡେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.)- ମଙ୍ଗଲ ପାଣ୍ଡେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ପ୍ରବର୍ତ୍ତକ ଏବଂ ଅମର ସହିଦ ମଙ୍ଗ
ମଙ୍ଗଲ


ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.)- ମଙ୍ଗଲ ପାଣ୍ଡେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ପ୍ରବର୍ତ୍ତକ ଏବଂ ଅମର ସହିଦ ମଙ୍ଗଳ

ପାଣ୍ଡେଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ନମନ।

ମଙ୍ଗଳ ପାଣ୍ଡେଜୀ ନିଜ ସାହସ, ନିଷ୍ଠା ଏବଂ ନିସ୍ଵାର୍ଥ ବଳିଦାନ ମାଧ୍ୟମରେ ଭାରତୀୟ

ସ୍ୱାଧୀନତା ଆନ୍ଦୋଳନର ଭିତି ରଖିଥିଲେ ଏବଂ ତାଙ୍କ ଅସାଧାରଣ ଦେଶଭକ୍ତି ଦ୍ୱାରା ଇତିହାସରେ ଅଲିଭା

ଛାପ ଛାଡିଛନ୍ତି। ତାଙ୍କର ବୀରତା ଏବଂ ବଳିଦାନ ଆଜିମଧ୍ୟ ପ୍ରତ୍ୟେକ ଭାରତବାସୀ ପାଇଁ ଏକ ମହାନ

ପ୍ରେରଣାର ସ୍ରୋତ ରୂପେ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande