
ଭୁବନେଶ୍ୱର, ଏପ୍ରିଲ୯ (ହି.ସ.) ଓଡ଼ିଆଭାଷା, ସାହିତ୍ୟଓସଂସ୍କୃତିବିଭାଗଆନୁକୂଲ୍ୟରେଏପ୍ରିଲ୧ତାରିଖରୁ୧୪ତାରିଖପର୍ଯ୍ୟନ୍ତଆୟୋଜିତହେଉଛିଓଡ଼ିଆପକ୍ଷ।ଆଜିଓଡ଼ିଆପକ୍ଷପାଳନରନବମଦିନରେ ଆସବହିଟିଏକିଣିବାଅଭିଯାନ କାର୍ଯ୍ୟକ୍ରମରଆୟୋଜନକରାଯାଇଛି।
ରାଜ୍ୟରବିଭିନ୍ନଜିଲ୍ଲାରେଜିଲ୍ଲାପ୍ରଶାସନଆନୁକୂଲ୍ୟରେପୁସ୍ତକପ୍ରଦର୍ଶନୀରଆୟୋଜନକରାଯାଇଥିଲା।ଏଥିସହମହାବିଦ୍ୟାଳୟଓବିଶ୍ୱବିଦ୍ୟାଳୟମାନଙ୍କରେମଧ୍ୟବିଭିନ୍ନପ୍ରକାଶନୀସଂସ୍ଥାପକ୍ଷରୁପୁସ୍ତକଷ୍ଟଲଖୋଲାଯାଇଥିଲା।ପୁସ୍ତକଷ୍ଟଲମାନଙ୍କରେପାଠକମାନଙ୍କଭିଡ଼ଜମିବାସହବହୁପାଠକମାନେନିଜପାଇଁଏବଂନିଜବନ୍ଧୁପରିଜନଙ୍କପାଇଁବହିକିଣିଥିଲେ।ବହିକିଣିବାସହଏହାରସେଲ୍ଫିଉଠାଇପାଠକମାନେଏହାକୁଓଡ଼ିଆପକ୍ଷୱେବ୍ସାଇଟରେମଧ୍ୟଅପଲୋଡ଼କରିଛନ୍ତି।
ଆଜିସୁନ୍ଦରଗଡ଼ଜିଲ୍ଲାପ୍ରଶାସନଆନୁକୂଲ୍ୟରେଆୟୋଜିତହୋଇଥିବା ଆସବହିଟିଏକିଣିବା ଅଭିଯାନକାର୍ଯ୍ୟକ୍ରମରେଓଡ଼ିଶାବିଧାନସଭାରଉପବାଚସ୍ପତିଭବାନୀଶଙ୍କରଭୋଇଏବଂରଘୁନାଥପାଲିବିଧାୟକଦୁର୍ଗାଚରଣତନ୍ତୀଅତିଥିଭାବେଯୋଗଦେଇପୁସ୍ତକପ୍ରଦର୍ଶନୀବୁଲିଦେଖିଥିଲେ।ଏଥିସହନିଜେମଧ୍ୟପୁସ୍ତକକିଣି ଆସବହିଟିଏକିଣିବା ଅଭିଯାନରେନିଜକୁସାମିଲକରିଥିଲେ।
ପୁସ୍ତକହେଉଛିଆମସମାଜରଦର୍ପଣ।ଜଣେଲେଖକନିଜରଲେଖନୀଚାଳନାକରିଯେଉଁପୁସ୍ତକଟିଏରଚନାକରିଥାଏତାହାଆମକୁଆମସମାଜରବାସ୍ତବିକତାସହପରିଚିତକରାଇଥାଏଏବଂଏହାଆମକୁଦିଗଦର୍ଶନମଧ୍ୟପ୍ରଦାନକରିଥାଏ।ଓଡ଼ିଆଭାଷା, ସାହିତ୍ୟଓସଂସ୍କୃତିରପ୍ରଚାରଏବଂପ୍ରସାରସହଆମଯୁବପିଢ଼ିକୁନିଜସଂସ୍କୃତିସହପୁନଃସଂଯୋଜିତକରିବାନିମନ୍ତେପୁସ୍ତକଏକପ୍ରମୁଖଭୂମିକାନିର୍ବାହକରିଥାଏ।ଆଜିରପୁସ୍ତକପ୍ରଦର୍ଶନୀରେଯୁବପିଢ଼ିଙ୍କଯୋଗଦାନଏବଂଯୁବପିଢ଼ିଙ୍କମଧ୍ୟରେପୁସ୍ତକପ୍ରତିରହିଥିବାଆଗ୍ରହଆମସମସ୍ତଙ୍କୁଉତ୍ସାହିତକରିଛି ବୋଲିଅତିଥିମାନେମତପ୍ରକାଶକରିଥିଲେ।
ଆଜି
ଆସବହିଟିଏକିଣିବା ଅଭିଯାନକାର୍ଯ୍ୟକ୍ରମରଆୟୋଜନଅବସରରେବିଶିଷ୍ଟଅତିଥିମାନଙ୍କୁଭାଗବତପୁସ୍ତକପ୍ରଦାନକରାଯାଇଥିଲା।
ସୂଚନାଯୋଗ୍ୟଯେ, ଓଡ଼ିଆପକ୍ଷପାଳନରଦଶମଦିନଅର୍ଥାତଏପ୍ରିଲ୧୦ତାରିଖଦିନଓଡ଼ିଆଭାଷା, ସାହିତ୍ୟଓସଂସ୍କୃତିବିଭାଗଆନୁକୂଲ୍ୟରେ ଲୋକକଳାପାଇଁଦିନଟିଏ କାର୍ଯ୍ୟକ୍ରମରଆୟୋଜନକରାଯିବ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ