କେନ୍ଦ୍ରମନ୍ତ୍ରୀଅନ୍ନପୂର୍ଣ୍ଣାଦେବୀଙ୍କଦ୍ୱାରା୮ମପୋଷଣପକ୍ଷଉଦ୍ଘାଟିତ
୯ରୁ୨୩ଅପ୍ରେଲଯାଏଁପାଳିତହେବ ‘ପୋଷଣପକ୍ଷ’ ଭୁବନେଶ୍ୱର, ଏପ୍ରିଲ୯ (ହି.ସ.): ନୂଆଦିଲ୍ଲୀସ୍ଥିତବିଜ୍ଞାନଭବନଠାରେକେନ୍ଦ୍ରମହିଳାଓଶିଶୁବିକାଶମନ୍ତ୍ରୀଅନ୍ନପୂର୍ଣ୍ଣାଦେବୀଙ୍କଦ୍ୱାରାଆଜି୮ମପୋଷଣପକ୍ଷ-୨୦୨୬ରଭବ୍ୟଶୁଭାରମ୍ଭହୋଇଯାଇଛି।ଏହିକାର୍ଯ୍ୟକ୍ରମରେଓଡ଼ିଶାସରକାରଙ୍କମହିଳାଓଶିଶୁବିକାଶବିଭାଗରକମିଶନରତଥାଶାସ
କେନ୍ଦ୍ରମନ୍ତ୍ରୀଅନ୍ନପୂର୍ଣ୍ଣାଦେବୀଙ୍କଦ୍ୱାରା୮ମପୋଷଣପକ୍ଷଉଦ୍ଘାଟିତ


୯ରୁ୨୩ଅପ୍ରେଲଯାଏଁପାଳିତହେବ ‘ପୋଷଣପକ୍ଷ’

ଭୁବନେଶ୍ୱର, ଏପ୍ରିଲ୯ (ହି.ସ.): ନୂଆଦିଲ୍ଲୀସ୍ଥିତବିଜ୍ଞାନଭବନଠାରେକେନ୍ଦ୍ରମହିଳାଓଶିଶୁବିକାଶମନ୍ତ୍ରୀଅନ୍ନପୂର୍ଣ୍ଣାଦେବୀଙ୍କଦ୍ୱାରାଆଜି୮ମପୋଷଣପକ୍ଷ-୨୦୨୬ରଭବ୍ୟଶୁଭାରମ୍ଭହୋଇଯାଇଛି।ଏହିକାର୍ଯ୍ୟକ୍ରମରେଓଡ଼ିଶାସରକାରଙ୍କମହିଳାଓଶିଶୁବିକାଶବିଭାଗରକମିଶନରତଥାଶାସନସଚିବଡଃ. ମୃଣାଳିନୀଦର୍ସ୍ୱାଲଉପସ୍ଥିତରହି 'ସୁପୋଷିତଓଡ଼ିଶା' ଗଠନଦିଗରେରାଜ୍ୟରସଫଳପଦକ୍ଷେପଗୁଡ଼ିକସମ୍ପର୍କରେଆଲୋକପାତକରିଥିଲେ।

ଚଳିତବର୍ଷଅପ୍ରେଲ୯ରୁ୨୩ରିଖପର୍ଯ୍ୟନ୍ତପାଳିତହେବାକୁଥିବାଏହିପୋଷଣପକ୍ଷରେଶିଶୁରଜୀବନରପ୍ରଥମ୬ବର୍ଷରେମସ୍ତିଷ୍କବିକାଶକୁସର୍ବାଧିକଗୁରୁତ୍ୱଦିଆଯାଇଛି।ଏହିଅଭିଯାନମୁଖ୍ୟତଃପାଂଚଟିପ୍ରମୁଖଦିଗଉପରେପର୍ଯ୍ୟବେସିତ, ଯଥା: ମା’ ଓଶିଶୁପାଇଁଉତମପୋଷଣ, ୦-୩ବର୍ଷରଶିଶୁଙ୍କପାଇଁପ୍ରାରମ୍ଭିକଉଦ୍ଦୀପନା, ୩-୬ବର୍ଷରଶିଶୁଙ୍କପାଇଁଖେଳଆଧାରିତଶିକ୍ଷା, ମୋବାଇଲଓଲ୍ୟାପଟପ୍ଭଳିସ୍କ୍ରିନ୍ସମୟକମାଇବାରେଅଭିଭାବକଙ୍କଭୂମିକାଏବଂଅଙ୍ଗନବାଡ଼ିକେନ୍ଦ୍ରଗୁଡ଼ିକରସଶକ୍ତିକରଣ।

ଏହିପରିପ୍ରେକ୍ଷୀରେଭୁବନେଶ୍ୱରସ୍ଥିତମହିଳାଓଶିଶୁବିକାଶବିଭାଗରସମ୍ମିଳନୀକକ୍ଷରେଏକରାଜ୍ୟସ୍ତରୀୟକାର୍ଯ୍ୟକ୍ରମଅନୁଷ୍ଠିତହୋଇଯାଇଛି, ଯେଉଁଠାରେବିଭିନ୍ନସହଯୋଗୀବିଭାଗରଅଧିକାରୀମାନେସାମିଲହେବାସହସମଗ୍ରଓଡ଼ିଶାରଅଙ୍ଗନବାଡ଼ିକର୍ମୀ, ରାଜ୍ୟଓଜିଲ୍ଲାସ୍ତରୀୟପଦାଧିକାରୀମାନେଆଭାସୀମାଧ୍ୟମରେଯୋଗଦେଇଥିଲେ।

ଭାରତସରକାରଙ୍କମାର୍ଗଦର୍ଶିକାଅନୁଯାୟୀ, ଆଗାମୀ୧୫ଦିନଧରିତୃଣମୂଳସ୍ତରରେବ୍ୟାପକସଚେତନତାସୃଷ୍ଟିକରିଶିଶୁରସର୍ବାଙ୍ଗୀନବିକାଶକୁଏକଜନଆନ୍ଦୋଳନରେପରିଣତକରିବାପାଇଁରାଜ୍ୟସରକାରସଂକଳ୍ପବଦ୍ଧହୋଇଛନ୍ତି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande