
ଗଞ୍ଜାମ, ୧୨ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। କ୍ରମାଗତ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ଡବଲ ଇଞ୍ଜିନ ସରକାର ଅପରାଧ ରୋକିବାରେ ଫେଲ୍ ମାରିଛି। ବ୍ରହ୍ମପୁର ଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନେତ୍ରୀ ଡଃ. ରଞ୍ଜିତା ସାହୁ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ