
ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ ପୌରପାଳିକା ୨୯ ନମ୍ବର ୱାର୍ଡର ଯୁବ ସଙ୍ଗଠକ ତଥା ବିଜୁ ମହିଳା ଜନତା ଦଳର ନାରୀ ନେତ୍ରୀଙ୍କ ସ୍ୱାମୀ ଅଶୋକ ମହାପାତ୍ରଙ୍କ ଦେହ ଅସୁସ୍ଥ ହୋଇ ଏବେ ସେ ଭୁବନେଶ୍ୱର ଏମସ୍ରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ତାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ