ପୁର୍ବତନ ବିଧାୟକ ଆୟୁବ ଖାନ ଙ୍କ ବିୟୋଗ ରେ ବିଧାୟକ କଳିକେଶ ଙ୍କ ଶୋକ
ବଲାଙ୍ଗିର, 13 ମେ (ହି.ସ.) ଆଜି କଂଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନ ଙ୍କ ବିୟୋଗ ରେ ବଲାଙ୍ଗିର ବିଧାୟକ କଳିକେଶ କଳିକେଶ ନାରାୟଣ ସିଂହଦେଓ ଗଭିର ଶୋକ ପ୍ରକାଶ କରିଛନ୍ତି । ୨୦୦୪ ରେ ଓଡ଼ଶା ବିଧାନ ସଭା କୁ ଅମେ ଦୁହେଁ ଏକ ସାଙ୍ଗରେ ନିର୍ବାଚିତ ହୋଇ ବଲାଂଗିର ଜିଲ୍ଲା ରେ କାମ କରିବାକୁ ସୁଯୋଗ
ପୁର୍ବତନ ବିଧାୟକ ଆୟୁବ ଖାନ ଙ୍କ ବିୟୋଗ ରେ ବିଧାୟକ କଳିକେଶ ଙ୍କ ଶୋକ


ବଲାଙ୍ଗିର, 13 ମେ (ହି.ସ.) ଆଜି କଂଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନ ଙ୍କ ବିୟୋଗ ରେ ବଲାଙ୍ଗିର ବିଧାୟକ କଳିକେଶ କଳିକେଶ ନାରାୟଣ ସିଂହଦେଓ ଗଭିର ଶୋକ ପ୍ରକାଶ କରିଛନ୍ତି । ୨୦୦୪ ରେ ଓଡ଼ଶା ବିଧାନ ସଭା କୁ ଅମେ ଦୁହେଁ ଏକ ସାଙ୍ଗରେ ନିର୍ବାଚିତ ହୋଇ ବଲାଂଗିର ଜିଲ୍ଲା ରେ କାମ କରିବାକୁ ସୁଯୋଗ ପାଇ କାମ କରିଥିଲୁ। ତାଙ୍କର ବିୟୋଗ ଆମକୁ ମର୍ମାହତ କରୁଛି ତାଙ୍କର ପାରିବାର ଓ ଶୁଭେଚ୍ଛୁ ମାନଙ୍କୁ ସମବେଦନା ଜ୍ଞାପନ କରି ସାମାଜିକ ଗଣମାଧ୍ୟମ ଏକ୍ସ ରେ ଏକ ବାର୍ତ୍ତା ଦେଇ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande