ଦେଶି ଓ ଭାଟି ମଦ ଚାଲାଣ ବେଳେ ଚଢାଉ, ୩ ଗିରଫ
ଜୟପୁର , 13 ମେ (ହି.ସ.) ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଜୟନଗରର ରଘୁନାଥ ହରିଜନ , ଫାମ୍ପୁଣିର ଘାସି ରାମ ବାଘ, ସୌରାଗୁଡାର ଚନ୍ଦ୍ର ସୌରା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପ
ଦେଶି ଓ ଭାଟି ମଦ ଚାଲାଣ ବେଳେ ଚଢାଉ, ୩ ଗିରଫ


ଜୟପୁର , 13 ମେ (ହି.ସ.) ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ଜୟନଗରର ରଘୁନାଥ ହରିଜନ , ଫାମ୍ପୁଣିର ଘାସି ରାମ ବାଘ, ସୌରାଗୁଡାର ଚନ୍ଦ୍ର ସୌରା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଜୟନଗର, ଫାମ୍ପୁଣି ଓ ସୌରାଗୁଡା ରେ ଚଢାଇ କରିଛି । ଚଢାଉ କରି ୨୫ ଲିଟର ଦେଶି ମଦ ଓ ୧୪ ଲିଟର ଭାଟି ମଦ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande