ଗୁରୁଜୀଙ୍କ ଜନ୍ମ ଦିବସରେ ଆର୍ଟ ଅଫ୍ ଲିଭିଂ ପରିବାରର ଘୋଳ ଦହି ବଣ୍ଟନ
ବଲାଙ୍ଗିର 13 ମେ (ହି.ସ.) ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଆଗରେ ବସ ଷ୍ଟାଣ୍ଡ ବଜାରରେ ବଲାଙ୍ଗିର ଆର୍ଟ ଅଫ୍ ଲିଭିଂ ପରିବାର ତରଫରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନକୁ ପାଳନ କରାଯାଇ ପ୍ରାୟ 2000 ଲୋକଙ୍କ ପାଇଁ ଘୋଳ ଦହି ବଣ୍ଟନ କରାଯାଇଥିଲା l ପରିବାର ସଦସ୍ୟ ଓ ସଦସ୍ୟା ମାନେ ଏଥିରେ ଭାଗ ନେଇ
ଗୁରୁଜୀ ଙ୍କ ଜନ୍ମ ଦିବସ ରେ ଆର୍ଟ ଅଫ୍ ଲିଭିଂ ପରିବାର ର  ଘୋଳ ଦହି ବଣ୍ଟନ

ଗୁରୁଜୀ ଙ୍କ ଜନ୍ମ ଦିବସ ରେ ଆର୍ଟ ଅଫ୍ ଲିଭିଂ ପରିବାର ର  ଘୋଳ ଦହି ବଣ୍ଟନ

ଗୁରୁଜୀ ଙ୍କ ଜନ୍ମ ଦିବସ ରେ ଆର୍ଟ ଅଫ୍ ଲିଭିଂ ପରିବାର ର  ଘୋଳ ଦହି ବଣ୍ଟନ

ଗୁରୁଜୀ ଙ୍କ ଜନ୍ମ ଦିବସ ରେ ଆର୍ଟ ଅଫ୍ ଲିଭିଂ ପରିବାର ର  ଘୋଳ ଦହି ବଣ୍ଟନ

ବଲାଙ୍ଗିର 13 ମେ (ହି.ସ.) ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଆଗରେ ବସ ଷ୍ଟାଣ୍ଡ ବଜାରରେ ବଲାଙ୍ଗିର ଆର୍ଟ ଅଫ୍ ଲିଭିଂ ପରିବାର ତରଫରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନକୁ ପାଳନ କରାଯାଇ ପ୍ରାୟ 2000 ଲୋକଙ୍କ ପାଇଁ ଘୋଳ ଦହି ବଣ୍ଟନ କରାଯାଇଥିଲା l ପରିବାର ସଦସ୍ୟ ଓ ସଦସ୍ୟା ମାନେ ଏଥିରେ ଭାଗ ନେଇ ପାଣି ବଣ୍ଟନ କରିଥିଲେ l ଏବେ ଓଡ଼ିଶାର ଏହି ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହୋଇ ଜୀବନଯାପନ ବ୍ୟତିବ୍ୟସ୍ତ ହେଉଥିବାରୁ ଦହି ପାଣି ପିଇବାକୁ ଭିଡରେ ଲୋକେ ପାଉଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande