
ଗଞାମ, 13 ମେ (ହି.ସ.) - ବେଲଗୁଣ୍ଠା ତନରଡାରେ କାର୍ଯ୍ୟ ରତ ଆଇଆରବି ଯବାନ ହାବିଲଦାରଙ୍କ ଝୁଲନ୍ତା ମୃତ ଦେହ ଆଜି ସକାଳେ କୁରୁଳେଇ ରାସ୍ତା କଡରେ ଥିବା ଏକ ବୃକ୍ଷରୁ ପୁଲିସ ଉଦ୍ଧାର କରିଛି। ମୃତ ହାବିଲଦାର ଦେବାଶିଷ ବେହେରାଙ୍କ ଘର ବାଲୁଗାଁ ଚନ୍ଦ୍ର ପୁର ଗାଁରେ । ଋଣଭାର ଯୋଗୁଁ ଦେବାଶିଷ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ