ଜୁନ୍ ୨୧ରେ ଓଟିଇଟି ପରୀକ୍ଷା
ଭୁବନେଶ୍ୱର, ୧୩ ମଇ (ହି.ସ.)- ଆସନ୍ତା ଜୁନ୍ ୨୧ ତାରିଖରେ ରାଜ୍ୟରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁନ୍ ୨୧ ତାରିଖ ସକାଳ ୯ରୁ ୧୧ଟା ୩୦ ପେପର୍ -୧ ଓ ଦିନ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ପର
otet


ଭୁବନେଶ୍ୱର, ୧୩ ମଇ (ହି.ସ.)- ଆସନ୍ତା ଜୁନ୍ ୨୧ ତାରିଖରେ ରାଜ୍ୟରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁନ୍ ୨୧ ତାରିଖ ସକାଳ ୯ରୁ ୧୧ଟା ୩୦ ପେପର୍ -୧ ଓ ଦିନ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ପରୀକ୍ଷା ପାଇଁ ଜୁନ୍ ୯ରୁ ବୋର୍ଡର ୱେବ୍ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏନଆଇସି.ଇନ୍ ରେ ଆଡ୍ମିଟ୍ କାର୍ଡ ମିଳିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande