
ଭୁବନେଶ୍ୱର, 13 ମେ (ହି.ସ.)- ସଚ୍ଚି
ରାଉତରାୟଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଧୁନିକ ଓଡ଼ିଆ କାବ୍ୟ ଜଗତର
ଅବିସ୍ମରଣୀୟ ପ୍ରତିଭା, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ ସ୍ୱର୍ଗତ ସଚ୍ଚି ରାଉତରାୟଙ୍କ ଜୟନ୍ତୀ
ଅବସରରେ ଶ୍ରଦ୍ଧାଞ୍ଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା