ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନ. ରଙ୍ଗାସାମୀଙ୍କୁ ଜୁଏଲ ଓରାମଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୩ ମଇ (ହି.ସ.)- ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରଥିବା ପାଇଁ ଏନ. ରଙ୍ଗାସାମୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏବଂ ଆପଣଙ୍କ ନେତୃତ୍ୱରେ, ପୁଡୁଚେରୀ ବିକାଶ, ସୁଶାସନ ଏବଂ ଜନ କଲ୍ୟାଣ
c


ଭୁବନେଶ୍ୱର, ୧୩ ମଇ (ହି.ସ.)- ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରଥିବା ପାଇଁ ଏନ. ରଙ୍ଗାସାମୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏବଂ ଆପଣଙ୍କ ନେତୃତ୍ୱରେ, ପୁଡୁଚେରୀ ବିକାଶ, ସୁଶାସନ ଏବଂ ଜନ କଲ୍ୟାଣର ନୂତନ ଶିଖର ଆରୋହଣ କରିବ ବୋଲି ଶ୍ରୀ ଓରାମ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande