ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲୀ ଅହମଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର, 13 ମେ (ହି.ସ.)- ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲୀ ଅହମଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପ
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 13 ମେ (ହି.ସ.)- ପୂର୍ବତନ

ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲୀ ଅହମଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କାର୍ଯ୍ୟାଳୟ

ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ

ଅଲି ଅହମଦଙ୍କୁ ତାଙ୍କ ଜୟନ୍ତୀରେ ରାଷ୍ଟ୍ରପତି ଭବନରେ ପୁଷ୍ପାଂଜଳି ଅର୍ପଣ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande