ତେନ୍ତୁଳିଆ ଛକରେ ଡକାୟତି
ଗଞାମ, ୧୪ ମଇ (ହି.ସ.)- କେନୂଆଗାଁ ଥାନାର ତେନ୍ତୁଳିଆ ଛକରେ ଗତକାଲି ରାତିରେ ଦୁବୃତ୍ତମାନେ ଗୋଟିଏ ଘରେପସି ଡକାୟତି କରିଛନ୍ତି । ଡକାୟତମାନେ ଏହି ଘରୁ ୧୫ ତୋଳା ସୁନା ୫ ଭରି ରୁପାସହ ନଗଦ ୨୦ ହଜାର ଟଂକା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ କେନୂଆଗାଁ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ
ତେନ୍ତୁଳିଆ ଛକରେ ଡକାୟତି


ଗଞାମ, ୧୪ ମଇ (ହି.ସ.)- କେନୂଆଗାଁ ଥାନାର ତେନ୍ତୁଳିଆ ଛକରେ ଗତକାଲି ରାତିରେ ଦୁବୃତ୍ତମାନେ ଗୋଟିଏ ଘରେପସି ଡକାୟତି କରିଛନ୍ତି । ଡକାୟତମାନେ ଏହି ଘରୁ ୧୫ ତୋଳା ସୁନା ୫ ଭରି ରୁପାସହ ନଗଦ ୨୦ ହଜାର ଟଂକା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ କେନୂଆଗାଁ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande