ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 14 ମଇ (ହି.ସ.) ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବୀରତା, ସ୍ୱାଭିମାନ ଓ ଅଦମ୍ୟ ସାହସର ପ୍ରତୀକ ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମାତୃ
ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 14 ମଇ (ହି.ସ.) ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବୀରତା, ସ୍ୱାଭିମାନ ଓ ଅଦମ୍ୟ ସାହସର ପ୍ରତୀକ ସମ୍ଭାଜୀ ମହାରାଜଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମାତୃଭୂମି ଓ ସ୍ୱଧର୍ମର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ସଂଘର୍ଷ ଓ ପରାକ୍ରମ ଇତିହାସରେ ଚିରସ୍ମରଣୀୟ। ତାଙ୍କ ବୀରତା ଓ ଦେଶପ୍ରେମର ଗାଥା ସଦା ଅନୁକରଣୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande