ଭୁବନେଶ୍ୱରରେ ୧୫ ଇଭି ଚାର୍ଜିଂ ସେଂଟର- ମନ୍ତ୍ରୀ
ଭୁବନେଶ୍ୱର,୧୫ ମଇ (ହି.ସ) - ତୈଳ ସଙ୍କଟ ମଧ୍ୟରେ ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି। ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଂଟର କରିବାକୁ କୁହାଯାଇଛି। କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଂଟର ଶେଷ କରିଛି। କେବ
bibhuti jena


ଭୁବନେଶ୍ୱର,୧୫ ମଇ (ହି.ସ) - ତୈଳ ସଙ୍କଟ ମଧ୍ୟରେ ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି। ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଂଟର କରିବାକୁ କୁହାଯାଇଛି। କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଂଟର ଶେଷ କରିଛି। କେବଳ ଭୁବନେଶ୍ୱରରେ ୧୫ଟି ଚାର୍ଜିଂ ସେଂଟର୍ ରହିଛି। ଧିରେ ଧିରେ ଗ୍ରାମାଂଜଚଳରେ ବି ଏହି ଚାର୍ଜିଂ ସେଂଟର୍ କରାଯିବ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ ମିଳୁ ନଥିବା ଏବଂ ଘଂଟା ଘଂଟା ଧରି ଧାଡିରେ ଛିଡା ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଲୋକେ ଇଭି ଆଡକୁ ମୁହାଁଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande