
କେନ୍ଦ୍ରାପଡା, ୧୫ ମଇ (ହି.ସ.)- ରାଜ୍ୟର ସର୍ବପୁରାତନ ପୈାରସଂସ୍ଥା କେନ୍ଦ୍ରାପଡା ପୈାରସଂସ୍ଥାରେ ଦୀର୍ଘଦିନର ବ୍ୟବଧାନ ପରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା ଯୋଗ ଦେଇଛନ୍ତି । ଶ୍ରୀ ବେହେରାଙ୍କ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାପରେ ପୈାରଧ୍ୟକ୍ଷା ଶ୍ରୀମତୀ ସରିତା ସାହୁଙ୍କ ସମେତ କାଉନ୍ସିଲର, ପୈାରସଂସ୍ଥାର କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି