ପୋଲସରାରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲ୍ିକ
ଭୁବନେଶ୍ୱର,୧୫ ମଇ (ହି.ସ) - ଗଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ସ୍ଥିତ ବଡ଼ଦାଣ୍ଡ ସାହି ଠାରେ ଆୟୋଜିତ ଏକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ବାର୍ଦ୍ଧକ୍ୟ ଭତା, ର
erhy56i


ଭୁବନେଶ୍ୱର,୧୫ ମଇ (ହି.ସ) - ଗଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ସ୍ଥିତ ବଡ଼ଦାଣ୍ଡ ସାହି ଠାରେ ଆୟୋଜିତ ଏକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ବାର୍ଦ୍ଧକ୍ୟ ଭତା, ରାସନ୍ କାର୍ଡ ଏବଂ ଘରବାଡ଼ି ପଟ୍ଟା ବଂଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥ୍ିଲେ ଯେ ଲୋକଙ୍କ ସରକାରରେ ‘ସର୍ବୋଦୟ’ ହିଁ ଆମର ମୂଳମନ୍ତ୍ର। ବରିଷ୍ଠ ନାଗରିକଙ୍କ ସମ୍ମାନ, ଗରିବ ପରିବାରଙ୍କ ଖାଦ୍ୟ ସୁରକ୍ଷା ଓ ସ୍ଥାୟୀ ରହଣି ସ୍ଥାନ ଯୋଗାଇବା ଦିଗରେ ଆମର ପ୍ରତିବଦ୍ଧତା ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande