କ୍ରାନ୍ତିବୀର ସୁଖଦେବ ଥାପରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ମେ (ହି.ସ.) କ୍ରାନ୍ତିବୀର ସୁଖଦେବ ଥାପରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସଂଗ୍ରାମୀ, କ୍ରାନ୍ତିବୀର ସୁଖଦେବ ଥାପରଙ୍କ ଜୟନ୍ତୀରେ ଶତ କୋଟ
କ୍ରାନ୍ତିବୀର ସୁଖଦେବ ଥାପରଙ୍କ     ଜୟନ୍ତୀରେ ତାଙ୍କୁ ନମନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ମେ (ହି.ସ.) କ୍ରାନ୍ତିବୀର ସୁଖଦେବ

ଥାପରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସଂଗ୍ରାମୀ, କ୍ରାନ୍ତିବୀର ସୁଖଦେବ

ଥାପରଙ୍କ ଜୟନ୍ତୀରେ ଶତ କୋଟି ପ୍ରଣାମ ଜଣାଉଛି। ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ବଳିଦାନ ଆମ ପାଇଁ

ପ୍ରେରଣା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande