ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀଙ୍କ ବୈଠକ
ଭୁବନେଶ୍ୱର, 15 ମେ (ହି.ସ.)- ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀ ବୈଠକ କରିଛନ୍ତି । ଲୋକସେବା ଭବନରେ ତୈଳ ସଙ୍କଟକୁ ନେଇ ଆଲୋଚନା ହୋଇଛି । ବୈଠକ ପରେ ଆଇଓସିଏଲସିଜିଏମ୍ କମଲ ସିଲ୍ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି । ଆ
ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀଙ୍କ ବୈଠକ


ଭୁବନେଶ୍ୱର, 15 ମେ (ହି.ସ.)- ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀ ବୈଠକ କରିଛନ୍ତି । ଲୋକସେବା

ଭବନରେ ତୈଳ ସଙ୍କଟକୁ ନେଇ ଆଲୋଚନା ହୋଇଛି । ବୈଠକ ପରେ ଆଇଓସିଏଲସିଜିଏମ୍ କମଲ ସିଲ୍ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ

ପର୍ଯ୍ୟାପ୍ତ ପରିମାଣ ତେଲ ଅଛି ।

ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଆଇଓସିଏଲସିଜିଏମ୍ । ତେଲ ପାଇଁ ଲୋକ ଭୟଭୀତ ନହୋଇ ଆବଶ୍ୟକ ଅନୁସାରେ କିଣନ୍ତୁ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande