ସିକ୍କିମ ରାଜ୍ୟର ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିକ୍କିମ୍ ରାଜ୍ୟ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ନିଜର ପରିଷ୍କାରତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ପାଇଁ ପ୍ରସିଦ୍ଧ ସିକ୍କିମ୍ ସମଗ୍ର ଦେ
ସିକ୍କିମ ରାଜ୍ୟର     ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 16 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିକ୍କିମ୍ ରାଜ୍ୟ

ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ନିଜର ପରିଷ୍କାରତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ପାଇଁ

ପ୍ରସିଦ୍ଧ ସିକ୍କିମ୍ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ।

ମୁଖ୍ୟମନ୍ତ୍ରୀ ନିଜ

ବାର୍ତ୍ତାରେ କହିଛନ୍ତି ଯେ, ସିକ୍କିମ୍ ଶାନ୍ତି, ସସ୍ଥାୟୀ ଉନ୍ନତି ଏବଂ ସମୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେ କାମନା

କରିଛନ୍ତି ଯେ, ଆଗାମୀ

ସମୟରେ ମଧ୍ୟ ରାଜ୍ୟ ପ୍ରଗତି ଏବଂ ବିକାଶର ନୂତନ ଶିଖର ସ୍ପର୍ଶ କରୁ।

ମୁଖ୍ୟମନ୍ତ୍ରୀ

ଓଡିଶାବାସୀଙ୍କ ପକ୍ଷରୁ ସିକ୍କିମର ଲୋକମାନଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ମଙ୍ଗଳକାମନା ମଧ୍ୟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande