
ଭୁବନେଶ୍ୱର, 16 ମେ (ହି.ସ.)- ଆଜି ସ୍ୱାଧୀନତା
ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ଶ୍ରାଦ୍ଧ ବାର୍ଷିକୀ । ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଶ୍ରାଦ୍ଧ
ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ନିକଟରେ ଧରଣୀଧରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ଯ ଵିଶିଷ୍ଟ ଅତିଥି ବୃନ୍ଦ
ମଧ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା