ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କୁ ନମନ କଲେ ରାଜ୍ୟପାଳ
ଭୁବନେଶ୍ୱର, 16 ମେ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ସଂଗ୍ରାମୀ ବିପ୍ଳବୀ ଧରଣୀଧର ନାଏକ (ଭୁୟାଁ)ଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନମ୍
ସ୍ୱାଧୀନତା ସଂଗ୍ରାମୀ     ଧରଣୀଧର ନାଏକଙ୍କୁ ନମନ କଲେ ରାଜ୍ୟପାଳ


ଭୁବନେଶ୍ୱର, 16 ମେ (ହି.ସ.)- ସ୍ୱାଧୀନତା

ସଂଗ୍ରାମୀ ଧରଣୀଧର ନାଏକଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ସଂଗ୍ରାମୀ ବିପ୍ଳବୀ ଧରଣୀଧର ନାଏକ

(ଭୁୟାଁ)ଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସାହସ ଓ ଦେଶପ୍ରେମ

ସର୍ବଦା ଯୁବ ପିଢ଼ୀକୁ ପ୍ରେରଣା ଯୋଗାଇବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande