ଜାତୀୟ ଡେଙ୍ଗୁ ଦିବସରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 16 ମେ (ହି.ସ.)- ଜାତୀୟ ଡେଙ୍ଗୁ ଦିବସରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର । ମନ୍ତ୍ରୀ କ
ଡେଙ୍ଗୁ


ଭୁବନେଶ୍ୱର, 16 ମେ (ହି.ସ.)- ଜାତୀୟ ଡେଙ୍ଗୁ

ଦିବସରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ

କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସଚେତନତା ହିଁ ସୁସ୍ଥ

ସମାଜ ଗଠନର ମୂଳମନ୍ତ୍ର ।

ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ

ଡେଙ୍ଗୁ ଦିବସ ଅବସରରେ ଆସନ୍ତୁ ଏହି ରୋଗ ଏବଂ ଏହାର ପ୍ରତିରୋଧ ସମ୍ପର୍କରେ ଜନସାଧାରଣଙ୍କ

ମଧ୍ୟରେ ସଚେତନତା ସୃଷ୍ଟି କରିବା। ଡେଙ୍ଗୁ ମୁକ୍ତ ସମାଜ ଗଠନ କରି ଦେଶର ପ୍ରଗତିକୁ ଆଗେଇ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande