
ଭଦ୍ରକ, ୧୭ ମଇ (ହି.ସ.) - ନୀଳାଚଳ କ୍ଷେତ୍ର ପୁରୀରେ ପ୍ରଚଳିତ ଥିବା ଭଉଁରୀ ଯାତ୍ରାରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଦ୍ୱାରା ଅନୁବନ୍ଧିତ ହୋଇଥିବା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ପୁରୀ ସହାୟତାରେ ଭଦ୍ରକ ଜିଲ୍ଲାର ୧୦ଟି ସଂକୀର୍ତନ ମଣ୍ଡଳୀ ଓ ବାଲେଶ୍ୱର ଜିଲ୍ଲାର ୫ଟି ସଂକୀର୍ତନ ମଣ୍ଡଳୀ ପ୍ରଚାର ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ଓ ସହ ଆବାହକ ବାବୁଲାଲ ଦାସ, ରାଜେନ୍ଦ୍ର ପ୍ରସାଦ ଅଗସ୍ତିଙ୍କ ନେତୃତ୍ୱରେ ଭଉଁରୀ ଯାତ୍ରାର ଯୋଗଦାନ କରି ସଂକୀର୍ତନ ପରିବେଷଣ କରିଥିଲେ । ଭଦ୍ରକ ସଂକୀର୍ତନ ମଣ୍ଡଳୀର ତତ୍ୱାବଧାର ସୁରେନ୍ଦ୍ର ପ୍ରସାଦ ନାୟକ, ଦୁର୍ଗଚରଣ ନାୟକ, ରତିକାନ୍ତ ନାୟକ ଓ ବାଲେଶ୍ୱର
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ