ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 17 ମେ (ହି.ସ.) - ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଲୋକମାନଙ୍କୁ ହାର୍ଟ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିୟମିତ ସ୍ୱାସ୍ଥ
ବିଶ୍ୱ ଉଚ୍ଚ ରକ୍ତଚାପ     ଦିବସ ଅବସରରେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 17 ମେ (ହି.ସ.) - ବିଶ୍ୱ ଉଚ୍ଚ

ରକ୍ତଚାପ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଲୋକମାନଙ୍କୁ ହାର୍ଟ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ସୁସ୍ଥ

ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ,

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟାହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ

ଉଚ୍ଚ ରକ୍ତଚାପ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ସେ କହିଛନ୍ତି ଯେ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଚେତନତା ଏବଂ ସମୟୋପଯୋଗୀ ସାବଧାନତା

ଅତ୍ୟନ୍ତ ଆବଶ୍ୟକ।

ସେ ସମସ୍ତ ନାଗରିକଙ୍କୁ

ସୁସ୍ଥ,

ସଚେତନ ଏବଂ ସଶକ୍ତ ସମାଜ ଗଠନରେ ମିଳିତ ଭାବେ ଅବଦାନ ରଖିବାକୁ ଆହ୍ୱାନ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande