ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ
ଭୁବନେଶ୍ୱର, 17 ମେ (ହି.ସ.)- ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଆସନ୍ତା ୨ ଦିନରେ ଘୋଷଣା ହେବ ତାରିଖ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ରେଜଲ୍ଟ ଅପେକ୍ଷାରେ
ଖୁବଶୀଘ୍ର ପ୍ରକାଶ ପାଇବ     ଯୁକ୍ତ ୨ ରେଜଲ୍ଟ


ଭୁବନେଶ୍ୱର, 17 ମେ (ହି.ସ.)- ଖୁବଶୀଘ୍ର

ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଆସନ୍ତା ୨ ଦିନରେ ଘୋଷଣା ହେବ ତାରିଖ । ଏନେଇ ସୂଚନା ଦେଇଛନ୍ତି

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରକାଶ ପାଇବ କଳା,

ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ରେଜଲ୍ଟ

ଅପେକ୍ଷାରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ଗତ ଫେବୃୟାରୀ ୧୮ରୁ ମାର୍ଚ୍ଚ ୨୮ ଯାଏ

ହୋଇଥିଲା ପରୀକ୍ଷା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande