ବଢ଼ିଲା ମାଟ୍ରିକ ସପ୍ଲିମେଂଟାରୀ ଫର୍ମ ଫିଲ୍ଅପ୍ ଅବଧି
ଭୁବନେଶ୍ୱର, ୧୮ ମଇ (ହି.ସ.) - ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଅବଧି ଆସନ୍ତା ମେ'' ୨୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ମାଟ୍ରିକ ସପ୍ଲିମେଂଟାରୀ ଫର୍ମ ଫିଲ୍ଅପ୍ ପାଇଁ ସୋମବାର ଶେଷ ତାରିଖ ଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। -------------
BSE Odisha


ଭୁବନେଶ୍ୱର, ୧୮ ମଇ (ହି.ସ.) - ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଅବଧି ଆସନ୍ତା ମେ' ୨୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ମାଟ୍ରିକ ସପ୍ଲିମେଂଟାରୀ ଫର୍ମ ଫିଲ୍ଅପ୍ ପାଇଁ ସୋମବାର ଶେଷ ତାରିଖ ଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande