ବିଏମସି ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଭୁବନେଶ୍ୱର, ୧୮ ମଇ (ହି.ସ.) - ବିଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟି ଲିମିଟେଡ୍ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସୋମବାର ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଓ ବିଡିଏ ଉପାଧ୍ୟକ୍ଷ ତଥା ସ୍ମାର୍ଟ ସିଟି ପରିଚାଳନା ନିର୍ଦେଶକ ଶ୍ରୀ ଚଂଚଳ ରାଣା ଲୋକମାନଙ୍କର ଅଭିଯୋଗ ଶୁଣି
bmc


ଭୁବନେଶ୍ୱର, ୧୮ ମଇ (ହି.ସ.) - ବିଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟି ଲିମିଟେଡ୍ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସୋମବାର ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ବିଏମ୍ ସି କମିଶନର ଓ ବିଡିଏ ଉପାଧ୍ୟକ୍ଷ ତଥା ସ୍ମାର୍ଟ ସିଟି ପରିଚାଳନା ନିର୍ଦେଶକ ଶ୍ରୀ ଚଂଚଳ ରାଣା ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande