ରାଜ୍ୟରେ ତେଲ ସଂକଟ ନାହିଁ - ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧୮ ମଇ (ହି.ସ.) - ରାଜ୍ୟରେ ତେଲ ସଂକଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ। ତୈଳ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଅନାବଶ୍ୟକ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି କେହି ବେଆଇନ ଭାବ
anu garg


ଭୁବନେଶ୍ୱର, ୧୮ ମଇ (ହି.ସ.) - ରାଜ୍ୟରେ ତେଲ ସଂକଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ। ତୈଳ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଅନାବଶ୍ୟକ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି କେହି ବେଆଇନ ଭାବେ ପେଟ୍ରୋଲ ଡିଜେଲ ମହଜୁଦ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ। ଯଦି କେହି ବେଆଇନ ମହଜୁଦ କରୁଥିବେ ଜିଲ୍ଲାପାଳ ଆକ୍ସନ ନେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande