କେରଳ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର, ୧୮ ମଇ (ହି.ସ.) - କେରଳର ମୁଖ୍ୟମନ୍ତ୍ରୀ ଭି ଡି ସତୀସନ୍ଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡଢିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଶ୍ରୀ ଭି ଡି ସତୀସନ୍ ଜିଙ୍କୁ ଅଭିନନ୍ଦନ। ମୁଁ କାମନା
d


ଭୁବନେଶ୍ୱର, ୧୮ ମଇ (ହି.ସ.) - କେରଳର ମୁଖ୍ୟମନ୍ତ୍ରୀ ଭି ଡି ସତୀସନ୍ଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡଢିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଶ୍ରୀ ଭି ଡି ସତୀସନ୍ ଜିଙ୍କୁ ଅଭିନନ୍ଦନ। ମୁଁ କାମନା କରୁଛି, ଆପଣଙ୍କ ନେତୃତ୍ୱରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଂଚିବ। ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande