
ଭୁବନେଶ୍ୱର, 19 ମେ (ହି.ସ.)- ଏସସିବି ନିଆଁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ
କାର୍ଯ୍ୟକାଳ ବୃଦ୍ଧି । ଜୁଲାଇ ୧୫ ତାରିଖ ଯାଏଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର । ଅବସରପ୍ରାପ୍ତ
ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ
। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ପାଇଛି । ମାର୍ଚ୍ଚ ୧୬ ତାରିଖରେ ଏସସିବିମେଡିକାଲ୍
ଆଇସିୟୁରେ ନିଆଁ ଲାଗିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା