ଜିଲ୍ଲାରେ ସର୍ବାଧିକ ଚାଷୀଋଣ ପ୍ରଦାନ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷକମାନଙ୍କୁ ବିଭିନ୍ନ ଚାଷ କରି ଆତ୍ମନିର୍ଭରଶୀଳ ହେବାପାଇଁ ରାଜ୍ୟ ସରକାର ବିଭିନ୍ନ ଋଣ ଯୋଜନା କରିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାରେ ଚାଷୀମାନଙ୍କୁ ସର୍ବାଧିକ ଚାଷ ଋଣ ପ୍ରଦାନ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖ
ଜିଲ୍ଲାରେ ସର୍ବାଧିକ ଚାଷୀଋଣ ପ୍ରଦାନ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ବର୍ଦ୍ଧିତ ।


କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷକମାନଙ୍କୁ ବିଭିନ୍ନ ଚାଷ କରି ଆତ୍ମନିର୍ଭରଶୀଳ ହେବାପାଇଁ ରାଜ୍ୟ ସରକାର ବିଭିନ୍ନ ଋଣ ଯୋଜନା କରିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାରେ ଚାଷୀମାନଙ୍କୁ ସର୍ବାଧିକ ଚାଷ ଋଣ ପ୍ରଦାନ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାର୍ ଲିଡ୍ ବ୍ୟାଙ୍କ ଅଧିକାରୀ ରମାକାନ୍ତ ମାଝି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ ଅଧିକାରୀଙ୍କ ସମେତ ଜାତୀୟ କରଣ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande