
ଜୟପୁର, ୨୦ ମଇ(ହି.ସ.) – କୋରାପୁଟ ଜିଲ୍ଲାରେ ଏଥର ବାଜି ମାରିଛି ବିଦ୍ୱାନ କଲେଜ। ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ୨୪୮ ଜଣଙ୍କ ମଧ୍ୟରୁ ୨୪୮ ଛାତ୍ରଛାତ୍ରୀ ଅର୍ଥାତ ଶତପ୍ରତିଶତ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ସର୍ବାଧିକ ୫୬୫ ମାର୍କ(୯୪.୧୭ପ୍ରତିଶତ) ରଖି ଆଦ୍ୟାଶା ପ୍ରଧାନ ଓ ଅପ୍ସଶୁପା ହୋତା ଉଭୟ କଲେଜ ଟପର ହୋଇଛନ୍ତି। ପ୍ରଥମ ଶ୍ରେଣୀରେ କଲେଜର ୨୧୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ ଜଣ ଏବପ୍ସ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୬ଜଣ ଛାତ୍ର ଛାତ୍ରୀ। ସେମାନଙ୍କ ମଧ୍ୟରୁ ୧୨ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ରଖି କଲେଜ ଲଗି ଗୌରବ ଆଣିଛନ୍ତି। ସେମାନେ ହେଲେ ଜ୍ୟୋତି ବିଶ୍ୱାସ(୫୬୩), ଅପ୍ସଶୁମାନ ପଣ୍ଡା(୫୬୦), ଶୁଭଙ୍କର ଖୁଂଟିଆ(୫୫୮), ପ୍ରଦୀପ କୁମାର ମାଳି(୫୫୫), ଉଦିତାପ୍ସଶୁ ପ୍ରଧାନ(୫୫୫), ସାଇକ୍ରୀଷ୍ଣା ସାହୁ(୫୫୩), ଶୁଭମ ସାହୁ(୫୪୩), ତ୍ୱନିଶା ତନୁଶ୍ରୀ ପଣ୍ଡା(୫୪୩), ଶୁଭମ କୁମାର ସାହୁ(୫୪୧), ମାଧୁରୀ ସାହୁ(୫୪୦)।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି