
କୋଲକାତା, ୨୦ ମଇ(ହି.ସ.) – ପଶ୍ଚିମବଙ୍ଗର ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ମଧ୍ୟଗ୍ରାମର ତୃଣମୂଳ କଂଗ୍ରେସ ବିଧାୟକ ରଥିନ ଘୋଷଙ୍କୁ ଏକ କଥିତ ନାଗରିକ ସଂସ୍ଥା ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଡକାଇଛି।
ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ଏଜେନ୍ସି ରଥିନ ଘୋଷଙ୍କୁ ସୋମବାର ଦିନ ସିଜିଓ କମ୍ପେ୍ଲକ୍ସ ସଲ୍ଟ ଲେକ୍ ଠାରେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି