ନିୟମିତ ହେବେ କୋର୍ଟ ମ୍ୟାନେଜର
ଭୁବନେଶ୍ୱର, ୨୦ ମଇ (ହି.ସ) - ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ନ୍ୟାୟାଳୟମାନଙ୍କରେ କୋର୍ଟ ମ୍ୟାନେଜରମାନଙ୍କ ସେବାକୁ ନିୟମିତିକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ କରିବା ଆବଶ୍ୟକ । ଉକ୍ତ ନିୟମାବଳୀର ପ୍ରଣୟନ କରାଯିବା ଦ୍ୱାରା ଜିଲ୍ଲା
ନିୟମିତ ହେବେ କୋର୍ଟ ମ୍ୟାନେଜର


ଭୁବନେଶ୍ୱର, ୨୦ ମଇ (ହି.ସ) - ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ନ୍ୟାୟାଳୟମାନଙ୍କରେ କୋର୍ଟ ମ୍ୟାନେଜରମାନଙ୍କ ସେବାକୁ ନିୟମିତିକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ କରିବା ଆବଶ୍ୟକ । ଉକ୍ତ ନିୟମାବଳୀର ପ୍ରଣୟନ କରାଯିବା ଦ୍ୱାରା ଜିଲ୍ଲା ନ୍ୟାୟାଧୀଶମାନଙ୍କର ପ୍ରଶାସନିକ କ୍ଷମତା ବୃଦ୍ଧି ପାଇବା ସହିତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande