କୋର୍ଟର ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କକୁ ପଦୋନ୍ନତି
ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡିଶା ଜିଲ୍ଲା ଏବଂ ସିଭିଲ୍ କୋର୍ଟର ଅଣ -ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ଭାବଳୀ) ନିୟମାବଳୀ, ୨୦୦୮ର ସଂଶୋଧନ ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କ ପଦବୀକୁ ପଦୋନ୍ନତି ପାଇବାର ସୁଯୋଗ ଦିଆଯାଇଛି। ଏହି ପଦକ୍ଷେପ ଫଳର
କୋର୍ଟର ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କକୁ ପଦୋନ୍ନତି


ଭୁବନେଶ୍ୱର, ୨୦ ମଇ (ହି.ସ) - ଓଡିଶା ଜିଲ୍ଲା ଏବଂ ସିଭିଲ୍ କୋର୍ଟର ଅଣ -ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ଭାବଳୀ) ନିୟମାବଳୀ, ୨୦୦୮ର ସଂଶୋଧନ ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କ ପଦବୀକୁ ପଦୋନ୍ନତି ପାଇବାର ସୁଯୋଗ ଦିଆଯାଇଛି। ଏହି ପଦକ୍ଷେପ ଫଳରେ ଖାଲି ଥିବା ପଦବୀଗୁଡିକୁ ଶୀଘ୍ର ପୂରଣ କରାଯିବା ଦ୍ୱାରା ପ୍ରଶାସନିକ କାର୍ଯ୍ୟକୁଶଳତା ବୃଦ୍ଧି ପାଇବ । ଏହା ମାଧ୍ୟମରେ ନ୍ୟାୟାଳୟ କାର୍ଯ୍ୟ ସୁଚାଳିତ ଭାବେ ଚାଲିବା ସହିତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande