ପାଣ୍ଡିଆନ୍ ଦଳ ପାଇଁ କ୍ଷତିକାରକ - କର୍ପୋରେଟର ଅଜିତ ବେହେରା
ଭୁବନେଶ୍ୱର, 26 ମେ (ହି.ସ) ଦେବାଶିଷ ଦଳ ଛାଡ଼ିବା ନେଇ ପାଣ୍ଡିଆନ୍ଙ୍କୁ ବିଜେଡି କର୍ପୋରେଟର ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ୍ ଦଳ ପାଇଁ କ୍ଷତିକାରକ ବୋଲି କର୍ପୋରେଟର ଅଜିତ ବେହେରା କହିଛନ୍ତି । ଅଦୃଶ୍ୟ ଭାବେ ପାଣ୍ଡିଆନ କାର୍ଯ୍ୟ କରୁଥିଲେ, ଦଳ ପାଇଁ କ୍ଷତିକାରକ
ପାଣ୍ଡିଆନ୍ ଦଳ ପାଇଁ     କ୍ଷତିକାରକ - କର୍ପୋରେଟର ଅଜିତ ବେହେରା


ଭୁବନେଶ୍ୱର, 26 ମେ

(ହି.ସ) ଦେବାଶିଷ ଦଳ ଛାଡ଼ିବା ନେଇ ପାଣ୍ଡିଆନ୍ଙ୍କୁ ବିଜେଡି କର୍ପୋରେଟର ଟାର୍ଗେଟ୍ କରିଛନ୍ତି

। ପାଣ୍ଡିଆନ୍ ଦଳ ପାଇଁ କ୍ଷତିକାରକ ବୋଲି କର୍ପୋରେଟର ଅଜିତ ବେହେରା କହିଛନ୍ତି । ଅଦୃଶ୍ୟ

ଭାବେ ପାଣ୍ଡିଆନ କାର୍ଯ୍ୟ କରୁଥିଲେ, ଦଳ ପାଇଁ କ୍ଷତିକାରକ ।

ସେ କହିଛନ୍ତି ଯେ ଦେବାଶିଷଙ୍କ

ଭଳି ଜଣେ ଟାଣୁଆ ନେତା ଓ ସଂଗଠକଙ୍କୁ ଦଳ ହରାଇଛି ।ଲୋକଙ୍କ ଦଳ ଆଜି ଭାଙ୍ଗି ଯାଉଛି, ଏବେ ବିଚାର କରିବାର ସମୟ ଆସିଛି । ଦଳର ସଭାପତିଙ୍କୁ ଦେଖା କରିବାକୁ

ଦିଆଯାଉ ନାହିଁ । ଏହାଠୁ ବଡ଼ ଅପରାଧ କିଛି ନାହିଁ ବୋଲି କହିଛନ୍ତି ଅଜିତ ବେହେରା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande