କାଳାନ୍ତକ ଭୈରବ ମୂର୍ତି ଭଙ୍ଗା ଜିବାର ଟା ଛୋଟ କାଟ କଳା ପାହାଡ଼ ମିତାନ କାମ୍
ବଲାଙ୍ଗିର, ୨୬ ମେ (ହି.ସ.) - କାଳାନ୍ତକ ଭୈରବ ମୂର୍ତି ଭଙ୍ଗା ଜିବାର ଟା ଆମୋର କୋଶଲି ସଂସ୍କୃତି ଉପରେ ଖାଲି ନୁହେ, ବରଂ ଓଡ଼ିଶାର ଐତିହ୍ୟ ସାଧନ ଉପରେ ଗୁଟେ ବଢ଼େଟେ ଷଡ଼ଯନ୍ତ୍ର ର ପରିଣାମ, ଇଟା ବି ଗୁଟେ ଛୋଟକାଟିଆ କଳାପାହାଡ଼ ଆକ୍ରମଣ ବଲି କହେମି ରାଜଧାନି ନେ ବସିଥିଲା ଅଧିକାରୀ ମାନକୁ କହେବାକେ ଚାହେ
କାଳାନ୍ତକ ଭୈରବ ମୂର୍ତ୍ତି ଭଙ୍ଗା ଜିବାର ଟା


କାଳାନ୍ତକ ଭୈରବ ମୂର୍ତ୍ତି ଭଙ୍ଗା ଜିବାର ଟା


ବଲାଙ୍ଗିର, ୨୬ ମେ (ହି.ସ.) - କାଳାନ୍ତକ ଭୈରବ ମୂର୍ତି ଭଙ୍ଗା ଜିବାର ଟା ଆମୋର କୋଶଲି ସଂସ୍କୃତି ଉପରେ ଖାଲି ନୁହେ, ବରଂ ଓଡ଼ିଶାର ଐତିହ୍ୟ ସାଧନ ଉପରେ ଗୁଟେ ବଢ଼େଟେ ଷଡ଼ଯନ୍ତ୍ର ର ପରିଣାମ, ଇଟା ବି ଗୁଟେ ଛୋଟକାଟିଆ କଳାପାହାଡ଼ ଆକ୍ରମଣ ବଲି କହେମି ରାଜଧାନି ନେ ବସିଥିଲା ଅଧିକାରୀ ମାନକୁ କହେବାକେ ଚାହେଁମି ଜେ - କାଳାନ୍ତକ ଭୈରବ ମେତାନ୍ ମୁର୍ତି ପ୍ରାଗ୍ଐତିହାସିକ କାଲର ଅମୂଲ୍ୟ ସମ୍ପଦ ତାର୍ ହେପାଜତ୍ ଲାଗି ପ୍ରତ୍ନତତ୍ୱ ବିଭାଗ, ଜିଲ୍ଲା ପ୍ରଶାସନ କାଏଁ କରୁଛନ୍! ଏନ୍ତା ଐତିହାସିକ ସମ୍ପତି ମାନକୁ ତୁରତା-ତୁରତି ଜିଲ୍ଲା ମ୍ୟୁଜିୟମନେ ରଖାଯିବାର ଚାହି। ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଇ ମୁର୍ତି ଭଙ୍ଗା ଘଟନା କେ ଘୋର୍ ନିନ୍ଦା କରୁଛେ ଆରୁ ଆଏବା ଦିନେ ଏନ୍ତା ଘଟଣା ମାନକର ଗୁଟେ ସ୍ଥାୟୀ ସମାଧାନ ବାବଦେ କଲେକ୍ଟର ଙ୍କୁ ଭେଟବାକେ ଜାଉଛେ। ଇନ୍ତା ଗୁଟେ ମତ ରଖି ଛନ ଆଡଭୋକେଟ୍ ସୁଶାନ୍ତ ବାଗ ସେକ୍ରେଟାରୀ ଜିଲ୍ଲା ଲେଖକ ପାରିଷଦ ବଲାଙ୍ଗିର ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande