
ଭୁବନେଶ୍ୱର, 26 ମେ (ହି.ସ.)- ବିଜେପି
ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେପିରେ ମିଶିବା
ପରେ ନିତିନ ନବୀନଙ୍କୁ ଭେଟିଛନ୍ତି ଦେବାଶିଷ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ
ନିତିନ ନବୀନଙ୍କୁ ଭେଟିଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା