ଦେବାଶିଷଙ୍କୁ ସାଧୁବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୬ ମଇ (ହି.ସ) - ବିଜେପିରେ ଦେବାଶିଷ ସାମନ୍ତରାୟଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ର୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସେ ଦେବାଶିଷଙ୍କୁ ସାଧୁବାଦ ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି କେନ୍ତ୍ରମନ୍ତ୍ରୀ ଲେଖିଛନ୍ତି ନୂଆଦିଲ୍ଲୀ ରାଷ୍ଟ୍ରୀ
tyh


ଭୁବନେଶ୍ୱର, ୨୬ ମଇ (ହି.ସ) - ବିଜେପିରେ ଦେବାଶିଷ ସାମନ୍ତରାୟଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ର୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସେ ଦେବାଶିଷଙ୍କୁ ସାଧୁବାଦ ଜଣାଇଛନ୍ତି।

ଏକ୍ସରେ ପୋଷ୍ଟ କରି କେନ୍ତ୍ରମନ୍ତ୍ରୀ ଲେଖିଛନ୍ତି ନୂଆଦିଲ୍ଲୀ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଓଡ଼ିଶାର ବରିଷ୍ଠ ନେତା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଦେବାଶିଷ ସାମନ୍ତରାୟ ଆଜି ଆମ ଦଳରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବାରୁ ତାଙ୍କୁ ସାଧୁବାଦ । ଏହି ଯୋଗଦାନ ଆମ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande