ଗୌହାଟୀରେ 37 କେଜି ସୁନା ବିସ୍କୁଟ ଜବତ, ମହାରାଷ୍ଟ୍ରର ଯୁବକ ଗିରଫ
ଗୌହାଟୀ, ୩୦ ଜୁନ (ହି.ସ) ଗୌହାଟୀ ପୋଲିସ ସହରର ଖାରଘୁଲି ଅଞ୍ଚଳରେ ପ୍ରାୟ 52 କୋଟି ଟଙ୍କା ମୂଲ୍ୟର 37 କେଜି ସୁନା ବିସ୍କୁଟ ଜବତ କରିଛି। ଏହି ମାମଲାରେ ମହାରାଷ୍ଟ୍ରର ଜଣେ ଯୁବକକୁ ଗିରଫ କରାଯାଇଛି। ଚୋରାଚାଲାଣ ପଛରେ ଏକ ସଙ୍ଗଠିତ ଗ୍ୟାଙ୍ଗର ହାତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ
गुवाहाटी में जब्त 52 करोड़ रुपये मूल्य के 37 किलो सोने के बिस्कुट की तस्वीर।


ଗୌହାଟୀ, ୩୦ ଜୁନ (ହି.ସ) ଗୌହାଟୀ ପୋଲିସ ସହରର ଖାରଘୁଲି ଅଞ୍ଚଳରେ ପ୍ରାୟ 52 କୋଟି ଟଙ୍କା ମୂଲ୍ୟର 37 କେଜି ସୁନା ବିସ୍କୁଟ ଜବତ କରିଛି। ଏହି ମାମଲାରେ ମହାରାଷ୍ଟ୍ରର ଜଣେ ଯୁବକକୁ ଗିରଫ କରାଯାଇଛି।

ଚୋରାଚାଲାଣ ପଛରେ ଏକ ସଙ୍ଗଠିତ ଗ୍ୟାଙ୍ଗର ହାତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି। ପୋଲିସ ହାୱାଲା ନେଟୱାର୍କ ଏବଂ ସୁନା ଯୋଗାଣ ସମ୍ବନ୍ଧୀୟ ସମଗ୍ର ପ୍ରଣାଳୀର ଅନୁସନ୍ଧାନ କରୁଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande