ନୂଆ ସଂଗଠନ ଗଢିଲେ ବିଜୁ ଛାତ୍ର ଜନତା ଦଳ ଛାଡି ଥିବା ଛାତ୍ର ନେତା
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) - ନୂଆ ସଂଗଠନ ଗଢିଲେ ବିଜୁ ଛାତ୍ର ଜନତା ଦଳ ଛାଡି ଥିବା ଛାତ୍ର ନେତା । ସଂଗଠନ ପଛରେ ବିଜେଡିରୁ ନିଲମ୍ବିତ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଓଇଏସଏବା ଓଡିଶା ଇଞ୍ଜିନିୟରିଙ୍ଗ ଷ୍ଟୁଡେଣ୍ଟ ଆସୋସିଏସନ ଗଠନ କରିଛନ୍ତି । ଦେବୀଙ୍କ ଘରେ ଆଜି ବସିଥିଲ
ନୂଆ ସଂଗଠନ ଗଢିଲେ ବିଜୁ ଛାତ୍ର ଜନତା ଦଳ ଛାଡି ଥିବା ଛାତ୍ର ନେତା


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) - ନୂଆ ସଂଗଠନ ଗଢିଲେ ବିଜୁ ଛାତ୍ର ଜନତା ଦଳ ଛାଡି ଥିବା

ଛାତ୍ର ନେତା । ସଂଗଠନ ପଛରେ ବିଜେଡିରୁ ନିଲମ୍ବିତ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଓଇଏସଏବା ଓଡିଶା ଇଞ୍ଜିନିୟରିଙ୍ଗ ଷ୍ଟୁଡେଣ୍ଟ ଆସୋସିଏସନ ଗଠନ କରିଛନ୍ତି ।

ଦେବୀଙ୍କ ଘରେ ଆଜି ବସିଥିଲା କିଛି ଛାତ୍ର ନେତାଙ୍କ ବୈଠକ କରି ଏ ନେଇ ସୂଚନା ଦେଇଛନ୍ତି ।

ସଂଗଠନର ଲୋଗୋ ଉନ୍ମୋଚନ କରିବା ସହ ଆଗକୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୌଳିକ ସୁବିଧା ପାଇଁ କାମ

ବୋଲି କହିଛି ସଂଗଠନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande